ବନ୍ଧାହେଲେ ୪୨୦ ବିଧାୟକ : ଉଠାଇନେଲା କ୍ରାଇମ୍‌ବ୍ରାଞ୍ଚ, ଜେଲ୍‌ ଗଲେ ପ୍ରଦୀପ

ଜାଲିଆତି, ଠକେଇ, ଅପରାଧିକ ଷଡ଼୍‌ଯନ୍ତ୍ର ମାମଲା ରୁଜୁ ଭୁବନେଶ୍ୱର : ଗୁରୁବାର ସଂଧ୍ୟା ପାଖାପାଖି ୬ଟା। ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କୁ ହଠାତ୍‌ ତାଙ୍କ ସରକାରୀ ବାସଭବନରୁ କିଛି ବ୍ୟକ୍ତି ଉଠାଇନେଲେ। ପ୍ରଦୀପ କୁଆଡ଼େ ଗଲେ ବୋଲି ପତ୍ନୀ ସୁଜାତା ଗଣମାଧ୍ୟମ ଜରିଆରେ ପ୍ରଶ୍ନ କରିବା ପରେ ଟ୍ବିଟ୍ କରି କ୍ରାଇମବ୍ରାଞ୍ଚ ଜଣାଇଲା ଯେ ସାଇବର ଥାନା ମାମଲାରେ ସେମାନେ ପ୍ରଦୀପଙ୍କୁ ଜେରା କରୁଛନ୍ତି। ପାଖାପାଖି ଅଢ଼େଇ ଘଣ୍ଟା ପରେ … Continue reading ବନ୍ଧାହେଲେ ୪୨୦ ବିଧାୟକ : ଉଠାଇନେଲା କ୍ରାଇମ୍‌ବ୍ରାଞ୍ଚ, ଜେଲ୍‌ ଗଲେ ପ୍ରଦୀପ